କୋଣାର୍କ: ବାୟୁସେନା ଯବାନ ସ୍ବରାଜ୍ୟ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ। ଅସ୍ତରଙ୍ଗ ଥାନା ସୁନ୍ଦର ଗାଁ ମଶାଣୀରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ। ତୋପ ସଲାମୀ ଦେଲେ ସାଥୀ ବାୟୁସେନା ଯବାନ। ଆଗ୍ରାରେ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସିତ ଥିଲେ। ୨୦୧୧ରେ ବାୟୁସେନାରେ ଯୋଗ ଦେଇ ଆଗ୍ରାରେ କାର୍ଯ୍ୟରତ ଥିଲେ।










