25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମନମୋହନଙ୍କୁ ଶେଷ ଦର୍ଶନ

ମନମୋହନଙ୍କୁ ଶେଷ ଦର୍ଶନ

ନୂଆଦିଲ୍ଲୀ : ବାସଭବନରୁ କଂଗ୍ରେସସ କାଯ୍ୟାଳୟ ଅଣାଗଲା ମନମୋହନଙ୍କ ମରଶରୀର ।  କଂଗ୍ରେସ କାଯ୍ୟାଳୟରେ ଶେଷ ଦର୍ଶନ କରୁଛନ୍ତି ମନ୍ୟଗଣ ବ୍ୟକ୍ତି । ଶେଶ ଦର୍ଶନ ପରେ ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର । ଶେସ ଦର୍ଶନ ପରେ ଶୋଭାଯାତ୍ରାରେ  ନିଗମବୋଧ ଘାଟ ନିଆଯିବ । ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଲଗାତାର ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୪ରୁ ୨୦୧୪ ପର‌୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନ ଡୋରି ସମ୍ଭାଳିଥିଲେ। ସାରା ବିଶ୍ୱ ମନମୋହନଙ୍କର ଅର୍ଥନୈତିକ ସୁପରିଚାଳନା କୌଶଳକୁ ପ୍ରଶଂସା କରିଥିଲା। ୧୯୯୧ ମସିହାରେ ଭାରତର ଅର୍ଥନୀତିକୁ ଉଦାରୀକରଣ କରିବାରୁ ମୁଖ୍ୟବିନ୍ଧାଣୀଙ୍କୁ ଭୁଲି ପାରିବନି ଦେଶ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking