29.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଲ୍ୟାଣ୍ଡମାଇନ ବିସ୍ଫୋରଣ : ୨ ଯବାନ ସହିଦ

ଲ୍ୟାଣ୍ଡମାଇନ ବିସ୍ଫୋରଣ : ୨ ଯବାନ ସହିଦ

ଛତିଶଗଡ : ଛତିଶଗଡ ସୁକମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବିସ୍ଫୋରମରେ ଉଡିଲା ଯବାନ ଯାଉଥିବା ଟ୍ରକ୍ । ଏହି ବିସ୍ଫୋରଣରେ ୨ ଯବାନ ସହିଦ ହୋଇଛନ୍ତି । ସିଆରପିଏଫ୍ କୋବ୍ରା ୨୦୧ ବାଟାଲିଅନର ୨ ଯବାନ ସହିଦ ହୋଇଛନ୍ତି । କୁସୁମା ଜିଲ୍ଲା ଜଗରଗୁଣ୍ଡା ଥାନା ଅଞ୍ଚଳ ରାସ୍ତାରେ ହୋଇଛି ଏହି ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ଚାଳକ ଏବଂ ସହ-ଚାଳକ ସହିଦ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking