ଭୁବନେଶ୍ୱର: ୨୫ ହଜାର ଭୁମିହୀନକୁ ଜମି ଦିଆଯାଇଛି । ଜିଲ୍ଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏଥିପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ୫ ବର୍ଷରେ କେହି ଭୁମିହୀନ ରହିବେନି । ସରକାର ୨୪ ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଦେବାରେ ସଫଳ ହୋଇଛନ୍ତି । ୨୫ ହଜାର ଭୁମିହୀନଙ୍କୁ ଜମି ଦିଆଯାଇଛି । ଆମେ ସର୍ଭେ କରି ଜମିହୀନଙ୍କୁ ସେବା କରିବାକୁ ଅଧିରକାରୀଙ୍କୁ କହିବୁ ।










