33.1 C
Bhubaneswar
Thursday, March 19, 2026
Homeଓଡିଶାଜମି ଠକେଇ: ଯବାନଙ୍କୁ ବାନ୍ଧିଲା ପୋଲିସ

ଜମି ଠକେଇ: ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା। ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଯବାନ ଜଣଙ୍କ ବନ୍ଧା ହୋଇଛନ୍ତି। ପୂର୍ବରୁ ନବୀନ ନିବାସରେ ସଚିତ୍ର ସେନାପତି ଡ୍ୟୁଟି କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking