ଭୁବନେଶ୍ୱର : ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଅନୁରୋଧ । ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ଖଣି ମନ୍ତ୍ରୀ କିଶନ ରେଡ୍ଡୀ । ଖଣି କାଯ୍ୟକଳାପ ତ୍ୱରାନ୍ୱିତ ପାଇଁ ଜମି ଅଧିଗ୍ରହଣ ତ୍ୱାରାନ୍ୱିତ କରନ୍ତୁ । ଜଙ୍ଗଲ ପରିବେଶ ଲାଇସେନ୍ସକୁ ମିଶନ ମୋଡରେ ଦିଆଯାଉ । କ୍ରିଟିକାଲ ମିନେରାଲ ଆମ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ । ଏଥିପାଇଁ କେନ୍ଦ୍ର , ରାଜ୍ୟ ଓ ଘରୋଇ ସଂସ୍ଥା ମିଶି କାମ କରିବା ଜରୁରୀ । ବେଆଇନ ଖଣି ଖନନ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯିବ ।