ବ୍ରହ୍ମପୁର : ସାଂସଦ ପ୍ରଦୀପ ପାଣିଗ୍ରାହୀ ୨ଟି ମାମସାରେ ନିର୍ଦ୍ଦୋଷ ହୋଇଛନ୍ତି । ଚାକିରି ଦେବା ନାଁରେ ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି ପ୍ରଦୀପ । ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷ ହୋଇଛନ୍ତି । ନିର୍ଦ୍ଦୋଷ ଘୋଷଣା କଲେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମାଞ୍ଚଳ । ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରୀହୀ । ସତ୍ୟର ବିଜୟ ହୋଇଛି କହିଲେ ପ୍ରଦୀପ । ପୂର୍ୱ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ।