38.8 C
Bhubaneswar
Saturday, May 17, 2025
Homeଓଡିଶାନବ ଦାସ ରୋଷେୟା ମୃତ୍ୟୁ ମାମଲା ହେବ ପୁନଃ ତଦନ୍ତ

ନବ ଦାସ ରୋଷେୟା ମୃତ୍ୟୁ ମାମଲା ହେବ ପୁନଃ ତଦନ୍ତ

ଭୁବନେଶ୍ୱର: ନବ ଦାସ ରୋଷେୟା ମୃତ୍ୟୁ ମ୍ମଲାର ହେବ ପୁନଃ ତଦନ୍ତ । ପୁଣି ଖୋଲିବ ଲଳିତ ସାହୁ ମୃତ୍ୟୁ ମାମଲାର ଫାଇଲ । ବଦଳିଲେ ତଦନ୍ତକାରୀ ଅଫିସର ଓ ସୁପରଭିଜନ ଅଧିକାରୀ । ଘଟଣାର ତଦନ୍ତ କରିବେ ଆଇଆଇସି ରାଙ୍କର ଅଫିସର । ତଦନ୍ତ ସୁପରଭିଜନ କରିବେ ଅତିରିକ୍ତ ଏସିପି ରାଙ୍କର ଅଫିସର । ତଦନ୍ତ ତଦାରଖ କରିବେ ଆଇଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking