14.1 C
Bhubaneswar
Monday, December 8, 2025
Homeଓଡିଶାଟାଙ୍ଗିଆରେ ହାଣି ଶ୍ରମିକଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ଶ୍ରମିକଙ୍କୁ ହତ୍ୟା

ମୁନିଗୁଡା: ଟାଙ୍ଗିଆରେ ହାଣି  ଶ୍ରମିକଙ୍କୁ ହାଣି ହତ୍ୟା କଲା ଅନ୍ୟ ଜଣେ ଶ୍ରମିକ । ଭାଟଗୁଡାରେ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ହୋଇ ଜଣେ ଶ୍ରମିକ ଅନ୍ୟ ଜଣେ ଶ୍ରମିକକୁ ଟାଙ୍ଗିଆରେ ହାଣିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି ।  ଆହତ ଶ୍ରମିକକୁ ବିଷମ କଟକର ଏକ ଘରୋଇ  ମେଡିକାଲରେ ଭର୍ତ୍ତି କରାଯାଇଛି ।  ସୂଚନା ପାଇ  ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି, ମୃତାହତ ସମସ୍ତେ  କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡର ।  ୩ ଜଣ ଶ୍ରମିକ ମେଗା ପାନୀୟ ଜଳ ପ୍ରକଳ୍ପରେ କାମ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking