25.1 C
Bhubaneswar
Tuesday, March 10, 2026
Homeଓଡିଶାଶ୍ରମିକ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୧ ତମ ଶ୍ରାଦ୍ଧବାର୍ଷିକି ପାଳନ

ଶ୍ରମିକ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୪୧ ତମ ଶ୍ରାଦ୍ଧବାର୍ଷିକି ପାଳନ

ଯାଜପୁର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ  ଇନ୍ଦିରା ଗାନ୍ଧୀ ଙ୍କ ୪୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବ୍ୟାସ ନଗର ସହର ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅନ୍ୟ ମାନକ୦ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା, ବିଦ୍ୟାଧର ଯେନା ପ୍ରମୁଖ ତାଙ୍କର ତ୍ୟାଗ ପୂର୍ଣ୍ଣ ଜୀବନ, ନୂତନ ଭାରତ ଗଠନ, ବ୍ୟାଙ୍କ୍ ଜାତୀୟ କରଣ ବିଶେଷ କରି ୧୯୫୯ ମସିହା ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ପରେ ଗାନ୍ଧୀ ଚିନ୍ତାଧାରା ରେ ଦଳ କୁ ଏକଠିତ କରିବା ସହିତ ୧୯୮୪ ମସିହା ତାଙ୍କ ପାଇ ଓଡ଼ିଶା ଶେଷ ଗସ୍ତ ରେ ଦେଇଥିବା ଅଭିଭାଷଣ ‘ କାଲି ମୁ ରହିପାରେ ନ ରହି ପାରେ ମୋର ଶେଷ ରକ୍ତ ବିନ୍ଦୁ ଦେଶର ଏକତା ଓ ଅଖ ଡତା ପାଇଁ ମନେ ରହିବ ବୋଲି ସ୍ଥାନୀୟ ନୂଆଗଡ ଓ ଭୁବନେଶ୍ବର ରେ ଥିଲା ଶେଷ ଆହ୍ବାନ। ଶେଷରେ ରାକେଶ କୁମାର ରାଓ ଧନ୍ୟବାଦ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking