18.1 C
Bhubaneswar
Thursday, February 5, 2026
Homeଓଡିଶାଶ୍ରମିକଙ୍କୁ ହତ୍ୟା: ୩ ଗିରଫ

ଶ୍ରମିକଙ୍କୁ ହତ୍ୟା: ୩ ଗିରଫ

ବିନିକା: ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତିଦେବା ମାମଲାରେ ୩ ଗିରଫ। ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ ହୋଇଥିବା ବେଳେ ଜଣେ ଏବେ ବି ଫେରାର ଥିବା ସୂଚନା ମିଳିଛି। ଗୁଲାପଡ଼ାର ଜଣେ ଶ୍ରମିକଙ୍କୁ ହତ୍ୟା କରି ପୋତିଦେଇଥିଲା ଅଭିଯୁକ୍ତ। ସୂଚନାଯୋଗ୍ୟ, ବିନିକା ପୋଲିସ ଗତକାଲି ବିନିକା ପୋଲିସ ସୀମା ଅନ୍ତର୍ଗତ ଗୁଲାପଡା ନାଳ ନିକଟରୁ ଶ୍ରମିକ ପ୍ରକାଶ ମହାନ୍ତିଙ୍କ ମୃତଦେହ ଉଦ୍ଧାର ମାଟି ତଳୁ ଉଦ୍ଧାର କରିଥିଲା। ସେ କିଛି ଦିନ ପୂର୍ବରୁ ନିଖୋଜ ଥିଲେ। ପ୍ରକାଶଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଲିଖିତ ନିଖୋଜ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ତାଙ୍କ ସ୍ଥାନ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଗାଁ ଲୋକଙ୍କ ସୂଚନା ଅନୁସାରେ ମାଟିତଳୁ ମୃତଦେହ ଉଦ୍ଧାର କରାଯାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking