14.1 C
Bhubaneswar
Monday, December 8, 2025
Homeଓଡିଶାମୁହଁ ଖୋଲିଲେ ଲବ ହାଁସଦା

ମୁହଁ ଖୋଲିଲେ ଲବ ହାଁସଦା

ଭୁବନେଶ୍ୱର: ବିବାଦ ପରେ ମୁହଁ ଖୋଲିଲେ  ଲବ ହାଁସଦା । ଫେସବୁକ ପେଜରେ ଅପଲୋଡ କଲେ ଭିଡିଓ । ସଲୋମୀ ମୃତ୍ୟୁକୁ ନେଇ ବିବାଦ ସଂପର୍କରେ  କହିଲେ । ପ୍ରଥମ ସ୍ତ୍ରୀ  ଓ ବିବାହ  ନେଇ ମୁହଁ ଖୋଲିଲେ ଲବ ହାଁସଦା ।  ମୋ ବିଷୟରେ  ସେ ଅନେକ କଥା ଜାଣିଥିଲେ । କିଛି ଭୁଲ କରିନି ଏହି ବିବାଦର ତଦନ୍ତରେ ପୋଲିସକୁ ସାହାଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking