17.1 C
Bhubaneswar
Tuesday, December 9, 2025
Homeଓଡିଶାଲା-ନିନା ସ୍ଥିତି ଦୃଶ୍ୟମାନ: ବଢୁଛି ବାତ୍ୟା ଭୟ

ଲା-ନିନା ସ୍ଥିତି ଦୃଶ୍ୟମାନ: ବଢୁଛି ବାତ୍ୟା ଭୟ

ଭୁବନେଶ୍ୱର: ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେଲାଣି ଲା-ନିନା ସ୍ଥିତି । ସମୂଦ୍ର ପୃଷ୍ଠ ତାପମାତ୍ରା ବୃଦ୍ଧି ପାଇଛି । ବିଷୁବରେଖା ନିକଟସ୍ଥ ପଶ୍ଚିମ ପ୍ରଶାନ୍ତ ମହାସାଗର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଦେଇଛି । ବାଦଲ ଆଚ୍ଛାଦନ କ୍ରମାଗତ ଭାବେ ବଢୁଛି । ଆଗାମୀ ଦିନରେ ସିଷ୍ଟମ ସୃଷ୍ଟି ହେବା ଆଶଙ୍କା ବଢୁଛି । ପୂର୍ବ ଓ କେନ୍ଦ୍ରୀ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରପୃଷ୍ଠ ତାପମାତ୍ରା କମ୍ ରହିଛି । ବିଷୁବରେଖା ନିକଟସ୍ଥ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାପମାତ୍ରା କମ୍ ଅଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking