24.1 C
Bhubaneswar
Thursday, January 15, 2026
Homeଓଡିଶାକୁନି ଛତ୍ରିଆଙ୍କ ପରଲୋକ

କୁନି ଛତ୍ରିଆଙ୍କ ପରଲୋକ

ବଲାଙ୍ଗୀର: ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ କୁନି ଛତ୍ରିଆ । ସେ ବଲାଙ୍ଗୀର ଜିଲ୍ଲାର ତୁଷୁରାରୁ ଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଘୁଡୁକା ବାଦ୍ୟ କରିବା ସହ ଲୋକଗୀତ ଗାଇକା ଭାବେ ବେଶ ସୁମାନ ଅର୍ଜନ କରିଥିଲେ । ତୁଷୁରା ଭଳି ଛୋଟ ଜାଗାକୁ ଯାଇ ସାନ ବଡ ଘୁଡୁକା ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking