30.1 C
Bhubaneswar
Friday, March 20, 2026
Homeଓଡିଶାକୋଟିଆ ବିବାଦ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କୋଟିଆ ବିବାଦ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଟିଆରେ ପୁଣି ସକ୍ରିୟ ଆନ୍ଧ୍ର ଏଜେଣ୍ଟ । ତିନି ସୀମାନ୍ତ ଗ୍ରାମବାସୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତର ଧୂଳିପଦର, ନାରେଡିବାଲସା, ତାଡିବାଲସା ଆଦି ଗାଁ ଲୋକ କୋଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ନେତୃତ୍ବରେ ପୂର୍ବତନ ସାଲୁର ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଏଥିରେ ଆନ୍ଧ୍ରରେ ମିଶିବା ପାଇଁ ଆଲୋଚନା କରିଥିବା ଜଣାପଡ଼ିଛି । ରାଜନ ଦୋରା ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking