29.1 C
Bhubaneswar
Monday, March 23, 2026
Homeଓଡିଶାବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବନି କୋରେଇ: ଆକାଶ

ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବନି କୋରେଇ: ଆକାଶ

ଭୁବନେଶ୍ୱର: ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ବିଧାୟକ ଆକାଶ ଦାସଙ୍କ କାଉଣ୍ଟର। ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ କାଉଣ୍ଟର କଲେ। କ୍ଷମତାର ଶୀର୍ଷରେ ଥିଲା ବେଳେ କୋରେଇ ମାଆ କଥା ମନେ ପଡ଼ିଲାନି। କ୍ଷମତା ଗଲା ପରେ କୋରେଇ ବିକାଶ କଥା ମନେ ପଡ଼ିଲା କହି ତାଚ୍ଛଲ୍ୟ କଲେ। କୋରେଇବାସୀ ମନ ସ୍ଥିର କରି ସାରିଛନ୍ତି ଆଉ ବିଦେଶୀ ଶାସନକୁ ଯିବେନି। କୋରେଇବାସୀ ସ୍ବାଭିମାନୀ, କାହାରି ଗୋଲାମି କରିବେ ନାହିଁ। କୋରେଇବାସୀ ଆଉ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବେ ନାହିଁ। ତାଙ୍କର ଜନ୍ମ ଯାଜପୁରରେ, ମୋର ଜନ୍ମ କୋରେଇରେ ଓ ବଢ଼ିଛି କୋରେଇରେ। ଯଦି ମୋ ବିରୋଧରେ ଲଢ଼େଇ କରିବେ ସ୍ବାଗତ କରିବି। ବନ୍ଧୁ ମିଳନରେ ବବି କହିଥିଲେ ମୋ ପାଇଁ ଯାଜପୁର ଦେବକୀ, କୋରେଇ ଯଶୋଦା ମା। ଜିତିବା ହାରିବା ବଡ଼ ନଥିଲା ମୋ ଘରକୁ ଫେରିବା ଇମ୍ପୋର୍ଟାଣ୍ଟ ଥିଲା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking