16.1 C
Bhubaneswar
Monday, February 9, 2026
Homeଓଡିଶାପୋଲିସ ଘେରରେ କୋରାଇ ପଞ୍ଚାୟତ ସମିତି ବୈଠକ

ପୋଲିସ ଘେରରେ କୋରାଇ ପଞ୍ଚାୟତ ସମିତି ବୈଠକ

ଯାଜପୁର: ଯାଜପୁର ଜିଲ୍ଲା ର କୋରାଇ ବ୍ଲକ୍ ର ପଂଚାୟତ ସମିତି ବୈଠକ ପୋଲିସ୍ ଘେର ରେ ଅନୁଷ୍ଟିତ ହୋଇଚି l ପଂଚାୟତ ସମିତି ବିଜେଡି କବଜl ରହିଚି ବିଜେଡି ସରକାର ସମୟ ରେ ଏକ କୋଟି ଟଙ୍କା ର ବିଭନ୍ନ ଯୋଜନା ର କାର୍ଯ୍ୟ ସଂପୂଣ୍ଣ ହୋଇ ପଡିଛି l ଏବେ ବିଧାୟକ ସରକାରି ଦଳ ହୋଇ ଥିବାରୁ ଯୋଜନା ର କାର୍ଯ୍ୟ ହୋଇ ଥିବା ବିଲ୍ ଗୁଡ଼ିକୁ କାରା ଯାଇନାହିଁ lଏ ସଂପର୍କ ରେ ବିଲ ଗୁଡ଼ିକ ପଦlନ କରିବା ପାଇଁ ବିଜେଡି ପକ୍ଷରୁ ଧାରଣା ଡିଆ ଯାଇ ଥିଲା l ଓ ଜିଲ୍ଳା ପାଳ ଙ୍କୁ ଅବଗତ କାରା ଯାଇ ଥିଲା ବିଲ ପଦlନ କରିବା ପାଇଁ ସମିତି ବୈଠକ ରେ ହଟ ଗୋଲ ହେବାର ସୁଚନା ମିଳି ଥିଲା l ଶାନ୍ତି ଶୃଙ୍ଖଳl ରକ୍ଷା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପୋଲିକ ମୃତୟନ କାରାଯାଇଚି ବିଭନ୍ନ ଯୋଜନା କେତେ ଅନୁଦାନ ମିଳିଛି ପଡି ରହି ଥିବା ବିଲ୍ ଗୁଡ଼ିକୁ ପଡ଼ାନ ପାଇଁ ସରପଞ୍ଚ ସମିତି ସବ୍ୟ ମାନେ ପ୍ରଶାସନକୁ ପ୍ରଶ୍ନ ପଚାରିଲା ଘାଇଲା କରି ଥିଲେ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଦଳେଇବୈଠକ ରେ ଅଧ୍ୟକ୍ଷତା କରି ଥିଲେ lଭାଇସ ଚେୟାର ମାନ ପ୍ରଫୁଲ୍ଲ ଦାସ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶ୍ନ କରି ଘାଇଲା କରି ଥିଲେ ବି ଡି ଓ ଅବନ୍ତୀ କାନ୍ତ ସହୁ ପ୍ରଶ୍ନ ଗୁଡିକ ର ଉତ୍ତର ରଖି ଥିଲେ ବୈଠକ ହଟ ଗୋଳ ରେ ସମ୍ପର୍ନ୍ନ ହୋଇଯାଇଥିଲା ବିକଶିତ ଗାଁ ବିକସିତ ଓଡ଼ିଶା ସମିତି ରେ ଆଲୋଚନା ସମୟ ରେ ବିଜେଡି ଦଳ ର ସରପଞ୍ଚ ସମିତି ସଭ୍ୟ ବୈଠକ ବୈକଟ କରି ଯାଇ ଥିଲେ କୋରାଇ ଥାନା ଅଧିକାରୀ ରାକେଶ ତ୍ରିପାଠି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking