21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶକୋଲକାତା ଲଜ୍ୟା : ପୀଡ଼ିତାଙ୍କ ନାମ ହଟାଇବାକୁ ୱିକିପିଡିଆକୁ କହିଲେ ସୁପ୍ରିମ୍‌କୋର୍ଟ

କୋଲକାତା ଲଜ୍ୟା : ପୀଡ଼ିତାଙ୍କ ନାମ ହଟାଇବାକୁ ୱିକିପିଡିଆକୁ କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଳୀ : କୋଲକାତା ଲଜ୍ୟା । ଆରଜି କର ମେଡିକାଲ୍‌ର ମୃତ ଟ୍ରେନି ଡାକ୍ତରଙ୍କ ନାମ ହଟାଇବାକୁ ୱିକିପିଡ଼ିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସିବିଆଇର ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଭିନ୍ନ ପ୍ଲାଟଫର୍ମରେ ପୀଡିତାଙ୍କ ନିର୍ଦ୍ଦିଷ୍ଟ ହେୟାର ଷ୍ଟାଇଲକୁ କିପରି ଚିତ୍ରଣ କରାଯାଉଛି ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଆରଜି କର ମେଡିକାଲ୍‌ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ସିବିଆଇ ସୁପ୍ରିମକୋର୍ଟରେ ଏକ ନୂତନ ସ୍ଥିତି ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସ୍ଥିତି ରିପୋର୍ଟ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଚାଲିଥିବା ଅନୁସନ୍ଧାନର ସବିଶେଷ ତଥ୍ୟ ପ୍ରକାଶ କରିବା ଦ୍ବାରା ତଦନ୍ତ ପ୍ରକ୍ରିୟା ବିପଦରେ ପଡ଼ିପାରେ। ସେ ନିଶ୍ଚିତ କରିଛନ୍ତି ଯେ ଅନୁସନ୍ଧାନ ହେଉଛି “ସମ୍ପୂର୍ଣ୍ଣ ସତ୍ୟକୁ ଉନ୍ମୋଚନ କରିବା”।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking