25.1 C
Bhubaneswar
Saturday, December 6, 2025
Homeଓଡିଶାମଧୁମେହ ରୋଗୀମାନେ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ ଜାଣନ୍ତୁ..

ମଧୁମେହ ରୋଗୀମାନେ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ ଜାଣନ୍ତୁ..

ଭୁବନେଶ୍ୱର: ମଧୁମେହ ଆଜିର ସମୟରେ ସବୁଠାରୁ ବଡ ସମସ୍ୟା ।  ମଧୁମେହ ରୋଗୀମାନେ ବିଶେଷ  ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।  ଡ୍ରାଏ ଫ୍ରୁଟ୍ସ ଖାଇବା ଶରୀରକୁ  ସୁସ୍ଥ ରଖିବାରେ ସହାୟତା  କରେ । ତେବେ ଆସନ୍ତୁ ଜାଣିବା  ମଧୁମେହ ରୋଗୀମାନେ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ । ବାଦାମ- ବାଦାମ  ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।  ମଧୁମେହ ରୋଗୀ ପ୍ରତିଦିନ ବାଦାମ ଖାଇପାରିବେ । ବାଦାମ ଖାଇବା ଦ୍ୱାରା  ଶରୀରରେ ଇନସୁଲିନ ଉତ୍ପାଦ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏା  ରକ୍ତରେ  ଶର୍କରା ସ୍ତର ନିୟନ୍ତ୍ରଣ  କରିବାରେ ସାହାଯ୍ୟ କରିପାରେ । ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ସେହିପରି କାଜୁ  ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅଖରୋଟରେ ଭିଟାମିନ ଇ ଥାଏ ।   ଏଥିରେ କମ କ୍ୟାଲୋରୀ ଥାଏ । ପିସ୍ତା ବାଦାମ ରେ ଫାଇବର ପ୍ରୋଟିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଯାହା ରକ୍ତରେ ଶର୍କରା ନିୟନ୍ତ୍ରଣ  କରିଥାଏ ।  ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ପିସ୍ତା ବାଦାମ ସାମିଲ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking