ଭୁବନେଶ୍ୱର: ଜ୍ୟୋତିଷ ଶସ୍ତ୍ରରେ ରୂପା ବା ଚାନ୍ଦିକୁ ପବିତ୍ର ଧତୁର ମାନ୍ୟତା ଦିଆଯାଇଛି । ରୂପା ଚନ୍ଦ୍ରଦେବ ଏବଂ ଶୁକ୍ରଦେବଙ୍କ କାରକ ବୋଲି ମନେ କରାଯାଏ ।

ଚନ୍ଦ୍ରମା ସକାରାତ୍ମକ ତେଜକୁ ବଢାଇଥାନ୍ତି । ରୂପା ଗ୍ଲାସରେ ପାଣି ପିଇଲେ ରାହୁ ସମ୍ବନ୍ଧୀୟ ସମସ୍ୟା ମୁକ୍ତି ମିଳିଥାଏ ।

ଚନ୍ଦ୍ରମା ଶକ୍ତିଶାଳୀ ହେଲେ ମାନସିକ ଚାପରୁ ମନୁଷ୍ୟକୁ ଆତ୍ମିକ ଶାନ୍ତି ପ୍ରାପ୍ତ ହୁଏ । ରୂପା ଗ୍ଲାସରେ ପାଣି ପିଇଲେ ଶୁକ୍ର ମଜଭୁତ ହେବା ସହ ଧନ, ସମୃଦ୍ଧି ଏବଂ ସମ୍ମାନ ମଧ୍ୟ ପ୍ରାପ୍ତି ହୁଏ ।

ରାତିରେ ଚାନ୍ଦି ଗ୍ଲାସରେ ପାଣି ରଖି ସକାଳୁ ପିଇଲେ ମନରୁ ଦୁଃଚିନ୍ତା ଦୂର ହେବା ସହ ଶାନ୍ତି ମିଳେ । ଏହାଦ୍ୱାରା ଚନ୍ଦ୍ରମା ମଜଭୁତ ହେବା ସହ ଅଟକିଥିବା କାମ ମଧ୍ୟ ସଠିକ ସମୟରେ ହୋଇଥାଏ ।

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ରୂପା ଗ୍ଲାସରେ ପାଣି ପିଇଥାନ୍ତି ।










