18.1 C
Bhubaneswar
Saturday, November 23, 2024
Homeଓଡିଶାଡ୍ରାଏଫ୍ରୁଟ୍ସ କେତେ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଜାଣନ୍ତୁ  ...

ଡ୍ରାଏଫ୍ରୁଟ୍ସ କେତେ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଜାଣନ୍ତୁ  …

ଭୁବନେଶ୍ୱର : ଡ୍ରାଏଫ୍ରୁଟ୍ସରେ ସମସ୍ତ ପ୍ରକାର ପ୍ରୋଟିନ  ଭିଟାମିନ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ ଯାହା ଶରୀରକୁ  ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଇଥାଏ । ଯେତେବେଳେ ଆମେ ସ୍ୱାସ୍ଥ୍ୟ  ଉପକାରିତା ବିଷୟରେ କଥା ହେଉ  ପ୍ରଥମେ ଡ୍ରାଏ ଫ୍ରୁଟ୍ସର ନାଁ ନେଇଥାଉ । ବାଦାମ , କାଜୁ ଖାଇବା ଦ୍ୱାରା  ଶରୀରକୁ ଅଧିକ ଲାଭ ମିଳିଥାଏ ।  କାଜୁରେ ପ୍ରୋଟିନ  , ଫାଇବର ଏବଂ  ଭିଟାମିନ ପ୍ରଚୁର ପରିମାଣରେ ଥାଏ । ବାଦାମରେ ଅଧିକ ପରିମାଣରେ  ଫାଇବର ରହିଥାଏ , ଯାହା ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରେ ।   ଖାଦ୍ୟ ହଜମ କରିବା ସହ  ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ ।  ଡ୍ରାଏ ଫ୍ରୁଟ୍ସରେ ଫାଇବର ଉପସ୍ଥିତି ହେତୁ   ଆପଣଙ୍କୁ ବାରମ୍ବାର ଖାଇବାଠାରୁ ଦୂରେଇ ରଖେ ।  ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।  ବାଦାମରେ ଭିଟାମିନ ସି ଏବଂ ଏହା ସହିତ  ଆଇରନ , ମ୍ୟାଗ୍ନେସିୟମ , ଜିଙ୍କ , ପୋଟାମିୟମ ଏବଂ କ୍ୟାଲସିୟମ ଥାଏ । ଏହାସହିତ  ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ ।  ଯାହା  ରକ୍ତଚାପ ଏବଂ ଖରାପ କୋଷ୍ଟ୍ରେଲ ସ୍ତରକୁ ହ୍ରାସ  କରିବାରେ ସାହାର୍ଯ୍ୟ କରେ ।  ଆପଣଙ୍କ ହୃଦୟକୁ ମଧ୍ୟ ସୁସ୍ଥ ରଖେ । ଯଦିଓ  ବାଦାମରେ ସର୍ୱାଧିକ  ପରିମାଣରେ ପ୍ରୋଟିନ ଥାଏ  ସେହିପରି ଆଲୁଅନ ହେଉଛି  ଓମେଗା ଫ୍ୟାଟି ଏସିଡର ଉତ୍ସ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking