33.1 C
Bhubaneswar
Tuesday, July 22, 2025
Homeଓଡିଶାମସୁର ଡାଲିର ଉପକାର ଜାଣନ୍ତୁ..

ମସୁର ଡାଲିର ଉପକାର ଜାଣନ୍ତୁ..

ଭୁବନେଶ୍ୱର : ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଶରୀର ପାଇଁ ଲାଭ ଅଟେ । ଡାଲି ଶରୀର ପାଇଁ  ବହୁତ ଉପକାର ମିଳିଥାଏ  ା  ଏଥିରେ ପ୍ରୋଟିନ , ଆଇରନ  ଏବଂ  କ୍ୟାଲସିୟମ ଏବଂ କାଜ୍ମୋହାଇଡ୍ରେଟ  ଇତ୍ୟାଦି  ପ୍ରଚୁର  ପରିମାଣରେ ମିଳିଥାଏ । ଡାଲି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ ।  ଦୈନିକ ଡାଲି ଖାଇଭଆ ଦ୍ୱାରା ହୃଦରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହି ଡାଲି ହେଉଛି ମସୁର ଡାଲି ଯାହା  ସମସ୍ତଙ୍କ ଘରେ ମିଳିଥାଏ ।  ଏବଂ ଶରୀରରେ ୟୁରିକ ଏସିଡ ବଢାଇଥାଏ । ମସୁର ଡାଲିରେ ଥିବା ଭିଟାମିନ ଇ  ସ୍କିନର ଆଦ୍ରତାକୁ ବଜାୟ ରଖିଥାଏ ।  ଏଥି ସହିତ ଆଣ୍ଟି – ଇନଫ୍ଲାମେଟୋରୀ ଗୁଣ ବ୍ରଣଦାଗକୁ ହ୍ରାସ କରେ ।  ମସୁର ଡାଲିରେ ଥିବା  ଭିଟାମିନ ଇ ଆପଣଙ୍କ ଆଖି ପାଇଁ ଲାଭଦାୟକ ଅଟେ ।   ଯେଉଁମାନଙ୍କର  ଦୃଷ୍ଟି ଶକ୍ତି ଖରାପ ସେମାନେ ପ୍ରତିଦିନ ମସୁର ଡାଲି ଖାଇବା ଆବଶ୍ୟକ ଅଟେ । ଏହି ଡାଲି ପାଣି ପେଟକୁ ସଫା ରଖେ । ଏହା ସହିତ ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking