18.1 C
Bhubaneswar
Thursday, December 18, 2025
Homeଓଡିଶାଦେଶୀ ଘିଅ ସହିତ ରସୁଣର ଲାଭ ଜାଣନ୍ତୁ

ଦେଶୀ ଘିଅ ସହିତ ରସୁଣର ଲାଭ ଜାଣନ୍ତୁ

ଭୁବନେଶ୍ୱର: କେବଳ  ଔଷଧ ଖାଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ରୋଗ ଭଲ ହୋଇନଥାଏ  ା ରସୁଣ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପେଯାଗୀ ହୋଇଥାଏ ।  ରସୁଣ ଏବଂ ଦେଶୀ ଘିଅ ଏହା ଦେହ ପାଇଁ ଅତ୍ୟଧିକ ଲାଭଦାୟକ ।   ରସୁଣରେ ଆଲିସିନ  ନାମକ ଏକ ଉପାଦାନ  ଥାଏ ଯାହା  ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ ଏବଂ  ଆଣ୍ଟି ଭାଇରାଲ ପାଇଁ ଭଲ କାମ କରେ ।  ଏଥିରେ ଭିଟାମିନ ସି, ଭିଟାମିନ ବି-୬ , ମାଙ୍ଗାନିଜ , ସେଲେନିୟମ, କ୍ୟାଲସିୟମଲୁହା ଫସଫରସ ଏବଂ ଫାଇବର ମଧ୍ୟ ରହିଛି ।  ଦେଶୀ ଘିଅରେ ଭଜା ରସୁଣ ଖାଇବା ଦ୍ୱାରା  ଅନେକ ରୋଗ ମୂଳରୁ ନଷ୍ଟ ହୋଇଯାଏ ।  ଖାଇବା ପୂର୍ୱରୁ  ଏହାକୁ ଛଡାଇ ରାତିସାରା  ଭିଜାଇ ରଖନ୍ତୁ  ଏବଂ ପରଦିନ ଘିଅରେ ଭାଜି ଖାଆନ୍ତୁ ।  ଘିଅରେ ଭଜା ରସୁଣ ଖାଇବା ଦ୍ୱାରା  ବ୍ରେନ ଷ୍ଟ୍ରୋକ ହେବାର  ଆଶଙ୍କା କମ ଥାଏ ।  ଏହା ସହିତ ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking