26.1 C
Bhubaneswar
Saturday, January 18, 2025
Homeଓଡିଶାପ୍ରୋଟିନ ଖାଇବା କେତେ ଲାଭଦାୟକ ଜାଣନ୍ତୁ ..

ପ୍ରୋଟିନ ଖାଇବା କେତେ ଲାଭଦାୟକ ଜାଣନ୍ତୁ ..

ଭୁବନେଶ୍ୱର : ଯେଉଁମାନେ  କେବଳ ଜିମ ଯାଆନ୍ତି  କିମ୍ବା କଠିନ ପରିଶ୍ରମ କରନ୍ତି  ସେମାନଙ୍କୁ ପ୍ରୋଟିନର ଆବଶ୍ୟକତା ପଡେ । ପ୍ରୋଟିନ ଖାଇବାର ଅନେକ ଉପାୟ ଅଛି । ଯଦି ଓଜନ ହ୍ରାସ କରିବକୁ ଚାହାଁନ୍ତି, ପ୍ରୋଟିନ ଶୀଘ୍ର ହ୍ରାସ କରେ । ପ୍ରଟୋଟିନ୍ଧିକ ଖାଇବା ଦ୍ୱାରା ଭୋକ ଲାଗେ ନାହିଁ । ଏହା ଶରୀରର ଗ୍ରେଲିନ ପରି ଭୋକ ନିୟନ୍ତ୍ରଣ କରୁଥିବା  ହରମୋନ  ହ୍ରାସ  କରିଥାଏ । ପ୍ରୋଟିନ ହଜମ କରିବା ପାଇଁ  ଶରୀରକୁ ଅଧିକ କ୍ୟାଲୋରୀ ଖାଇବା ଠାରୁ ସାହାୟ୍ୟ କରିଥାଏ । ପ୍ରୋଟିନ ଆପଣଙ୍କ  ହଜମ କରିବା ପାଇଁ ଶରୀରକୁ  ଅଧିକ କ୍ୟାଲୋରୀ ଖର୍ଚ୍ଚ  କରିବାକୁ ପଡିବ ।  ଯେତେବଳେ   ଆପଣ ଓଜନ ହ୍ରାସ  ପାଇଁ ଡାଏଟ କରନ୍ତି । କେବଳ ଖାଦ୍ୟ ନୁହେଁ, ବ୍ୟାୟାମ କରିବା ଦ୍ୱାରା ଓଜନ ହ୍ରାସ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking