15.1 C
Bhubaneswar
Sunday, December 14, 2025
Homeଓଡିଶାଖାଲି ପେଟରେ ମହୁ ଭିଜା ରସୁଣ  ଖାଇବାର ଫାଇଦା ଜାଣନ୍ତୁ..

ଖାଲି ପେଟରେ ମହୁ ଭିଜା ରସୁଣ  ଖାଇବାର ଫାଇଦା ଜାଣନ୍ତୁ..

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ବହୁତ ଉପଚାର ରହିଛି । ହେଲେ ଏହି ଉପାୟ କରନ୍ତୁ ଦିନେ ଆପଣଙ୍କ ଶରୀରର ଆହୁରି ଭଲ ରହିବ । ମହୁରେ ରସୁଣ ମିଶାଇ ଖାଇବା ଦେହ ପାଇଁ ଭଲ ଅଟେ ।  ଯଦି ଆପଣ ସକାଳେ ରସୁଣ ଖାଇବେ ତେବେ  ଶରୀରରେ ଅନେକ ଲାଭ ମିଳିଥାଏ ।  କାରଣ ଏଥିରେ ଭିଟାମିନ ଏ , ଭିଟାମିନ ବି , ଭିଟାମିନ ସି ,  କ୍ୟାଲସିୟମ ପ୍ରୋଟିନ ଭଳି  ଏକ ଗୁଣ ରହିଛି ।  ଯଦି ଆପଣ ସକାଳେ ଖାଲି ପେଟରେ ରସୁଣ ଭିଜାଇ ଖ।।ନ୍ତି ତେବେ   ଅନେକ ସମସ୍ୟାରୁ ମୁକ୍ତି ପାଇବେ ।  କାରଣ ଏଥିରେ ଆଣ୍ଟି ବାୟୋଟିକ  ଏବଂ   ଆଣ୍ଟି ବ୍ୟାକ୍ଟେରିଆ ଗୁଣ ପ୍ରଚୁର ମାତ୍ରାରେ ରହିଛି । ରାତିରେ ଶୋଇବା ପୂର୍ୱରୁ  ଗୋଟିଏ ଗ୍ଲାସରେ ମହୁ ସହିତ ରସୁଣ କୁ ଭିଜାଇ ରଖନ୍ତୁ ତାପରେ   ସକାଳେ ଖାଲି ପେଟରେ ଖାଆନ୍ତୁ ।  ଯାହା ଫଶରେ ସୁସ୍ଥ ହେବା ସହିତ  ପେଟ ଏବଂ ଏସିଡିଟି ଯନ୍ତ୍ରଣାରୁ ମୁକ୍ତି ମିଳିବ । ରୋଗ ପ୍ରତିରୋଧକ ଶକ୍ତି  ବଢାଇବା ପାଇଁ ରସୁଣ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking