27.1 C
Bhubaneswar
Friday, July 11, 2025
Homeଓଡିଶାଖାଲି ପେଟରେ ନିମ ପତ୍ର ଚୋବାଇବାର ଲାଭ ଜାଣନ୍ତୁ

ଖାଲି ପେଟରେ ନିମ ପତ୍ର ଚୋବାଇବାର ଲାଭ ଜାଣନ୍ତୁ

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ସକାଳେ  ଖାଲି ପେଟରେ ନିମ୍ବ ପତ୍ର ଚୋବାଇ ଖାଇପାରିବେ ।  ନିମ ଏକ ଏପରି ଗଛ ଯାହାର ପତ୍ର , କାଣ୍ଡ , ଛାଲି ଇତ୍ୟାଦି ସ୍ୱାସ୍ଥ୍ୟ ପଆଇଁ ବ୍ୟବହୃତ ହୁଏ ।  ଦାନ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ସକାଳେ ଖାଲି ପେଟରେ ୩ରୁ ୪ଟି ନିମ ପତ୍ର ଚୋବାଇ ଖାଇପାରିବେ ।  ନିମ ପତ୍ର ରଖ୍‌ତରେ ଶର୍କରା ସ୍ତର କମ କରିବାରେ ସାହାଯ୍ୟ କରେ ଯାହା ମଧୁମେହ ରୋଗୀଙ୍କୁ ଲାଭ ଦେଇପାରେ ।  ନିମ ପତ୍ର  ପାଚନ ପ୍ରକ୍ରିୟାକୁ  ମଜଭୁତ କରେ  । ପେଟ ସମସ୍ୟାରୁ ମୁକ୍ତି ଦିଏ ।  ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ   ଏହାକୁ ଅକ୍ସିଡେଟିଭ ଚାପରୁ ରକ୍ଷା କରିପାରେ ।  ନିମ ପତ୍ରରେ ପ୍ରୋଟିନ , କ୍ୟାଲସିୟମ, ଭିଟାମିନ ସି. ଆମିନୋ ଏସିଡ , ଫସଫରସ ଥାଏ ।  ଖାଇବା ବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking