27.1 C
Bhubaneswar
Wednesday, May 7, 2025
Homeଓଡିଶାଖରାଦିନେ ଅମୃତଭଣ୍ଡାର ଲାଭ ଜାଣନ୍ତୁ..

ଖରାଦିନେ ଅମୃତଭଣ୍ଡାର ଲାଭ ଜାଣନ୍ତୁ..

ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ  ତାପମାତ୍ରା ବୃଦ୍ଧି ପାଇବା ସହିତ  ଆମ ଶରୀର କୁ  ହାଇଡ୍ରେଟ ରଖିଥାଏ ।   ଏପରି ପରିସ୍ଥିତିରେ  ଭଣ୍ଡା ଏକ ଫଳ ଯାହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ । ଭଣ୍ଡାରେ ପ୍ରଚୁର ପରିମାଣରେ ପାଣି ଥାଏ । ଯାହା ଯୋଗୁଁ  ଆପଣଙ୍କ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।  ଏହା ଖାଇବା ଦ୍ୱାରା  ଆପଣଙ୍କ ଶରୀରକୁ ପୋଟାସିୟମ ଭଳି  ଇଲେକ୍ଟ୍ରୋଲାଇଟ୍ସ ଶକ୍ତି ମିଳିଥାଏ । ହଜମ ପ୍ରକ୍ରିୟାକୁ ସାହାଯ୍ୟ ରଖେ ।  ଗୋଟେ କପ ଭଣ୍ଡାରେ ୧୫୦ ପ୍ରତିଶତ  ଭିଟାମିନ ସି ମିଳିଥାଏ ।  ଯାହା ରୋଗ ପ୍ରତିରୋଧକ ଶକ୍ତି  ବୃଦ୍ଧି କରିବାରେ ସାହାଯ୍ୟ କରେ ।  ଅମୃତଭଣ୍ଡାରେ  ବିଟା କ୍ୟାରୋଟିନ ଓ  ଭିଟାମିନ ଏ, ଏବଂ ଭିଟାମିନ ଅଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୁର ଥାଏ ।  ଭଣ୍ଡା ଖାଇବା ଦ୍ୱାରା  ଆଖିକୁ ଭଲ ରଖେ ।  ଅତ୍ୟଧିକ ସୂଯ୍ୟକିରଣ ଯୋଗୁଁ  ହେଉଥିବା  ଚାପରୁ  ଆଖିକୁ ରକ୍ଷା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking