20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶକୋରିଆବାସୀଙ୍କ ସୁନ୍ଦରତାର ରହସ୍ୟ ଜାଣନ୍ତୁ..

କୋରିଆବାସୀଙ୍କ ସୁନ୍ଦରତାର ରହସ୍ୟ ଜାଣନ୍ତୁ..

ନୂଆଦିଲ୍ଲୀ : ଗୋରା ହେବାକୁ କାହାକୁ ବା ଭଲ ନଲାଗେ । ଗତ କିଛି ବର୍ଷ ମଧ୍ୟରେ  କୋରିଆବାସୀଙ୍କ ସ୍କିନକୁ ନେଇ  ବିଶ୍ୱ ସ୍ତରରେ ଚର୍ଚ୍ଚା ଚାଲିଛି । ଏଥି ସହିତ କୋରିଆର ସ୍କିନ  କେୟାର  ବିଶ୍ୱରେ  ଚ୍ୟାଲେଞ୍ଜ କରିଛି । କୋରିଆବାସୀଙ୍କ ଚର୍ମକୁ  ଦେକିବାକୁ କାଚ ପରି ଯାହା ସମସ୍ତଙ୍କୁ ଆକର୍ଷଣୀୟ କରିଥାଏ । ଆସନ୍ତୁ ଜାଣିବା ସେମାନେ କଣ ବ୍ୟବହାର କରୁଛନ୍ତି । ପ୍ରଥମେ ଏକ କ୍ଲିଜରରେ ମୁହଁକୁ ଧୋଇଦିଅନ୍ତୁ । ରାତିରେ ଶୋଇଲାବେଳେ ମଏଶ୍ଚରାଏଜର ବ୍ୟବହାର କରନ୍ତୁ  ଯାହା ଚର୍ମକୁ ହାଇଡ୍ରେଟ ରଖେ  ଏବଂ ଅଲଗା ଲୁକ ଦିଏ  ।  ଚର୍ମକୁ ସୁସ୍ଥ ରଖିବା ପାଇଁ   ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ପଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ  । ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚଳନ ଠିକ ରୁହେ । ଯଦ୍ୱାରା ସ୍କିନ ସୁନ୍ଦର ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking