23.1 C
Bhubaneswar
Thursday, December 26, 2024
Homeଓଡିଶାଶୀତଋତୁରେ କିଭଳି ନେବେ  ସ୍କିନର ଯତ୍ନ ଜାଣନ୍ତୁ ..

ଶୀତଋତୁରେ କିଭଳି ନେବେ  ସ୍କିନର ଯତ୍ନ ଜାଣନ୍ତୁ ..

ଭୁବନେଶ୍ୱର : ଶୀତଋତୁ ଆରମ୍ଭ ହୋଇସାରିଛି  । ପାଣିପାଗରେ କୌଣସି ପରିବର୍ତ୍ତନ  ଆପଣଙ୍କ  ସ୍ୱାସ୍ଥ୍ୟ ଏବଂ ଚେହେରା ଉପରେ   ଗଭୀର ପ୍ରଭାବ ପକାଇଥାଏ ।  ଶୀତଦିନେ ଚର୍ମକୁ କ୍ଷତି ପହଞ୍ଚାଇଥାଏ ।  ଏବା ସହିତ  ଚର୍ମରେ ଶୁଷ୍କତା ,  ଚର୍ମ ଫାଟିବା ଏଭଳି ସମସ୍ୟା ଦେଖାଯାଇଥାଏ । ଏଠାରେ ଆମେ କହି ରଖୁଛୁ  ଏହି ଜିନିଷ ବ୍ୟବହାର କରନ୍ତୁ ନିଜ ଶରୀର ଯତ୍ନ ନିଅନ୍ତୁ । ଦେଶା ଘିଅ  କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ତ୍ୱଚା ପାଇଁ ମଧ୍ୟ କମ ନୁହେଁ ।  ଦେଶୀ ଘିଅ  ଚର୍ମକୁ କଠିନରଖେ  ଏହାକୁ ପୁଷ୍ଟିକର କରିଥାଏ । ତ୍ୱଚାକୁ ନରମ ରଖିବାରେ  ସହାୟତା କରେ ।  ଶୁଖିଲା ଚର୍ମ ଥିବା ଲୋକଙ୍କ ପାଇଁ  କଞ୍ଚା କ୍ଷୀର  ବହୁତ ଭଲ କାରଣ ଏଥିଲେ ପ୍ରଚୁର ପରିମାଣିେ ଚର୍ୱି ଏବଂ ପ୍ରୋଟିନ ଥାଏ । ଏଥିପାଇଁ  ଆପଣଙ୍କୁ  କଞ୍ଚା କ୍ଷୀରରେ  ତୁଳା ଭିଜାଇ ମୁହଁରେ ମାଲିସ କରିବେ ।  ଏ ଲାକ୍ଟିକ ଏସିଡ ଥାଏ ଯାହା ଚର୍ମର  ଦାଗ ଏବଂ ଦାଗକୁ ହାଲୁକା କରିଥାଏ । ମଦୁ ମଧ୍ୟ ତ୍ୱଚାରେ ଲଗାଇପାରିବେ ।  ମୁହଁରେ ମହୁ  ଲଗାଇ  ଅଧ ଘଣ୍ଟାରୁ  ଘଣ୍ଟା ପରେ ମୁହଁକୁ ପାଣିରେ ସଫା କରନ୍ତୁ ତାପରେ ଏଥିରେ ନଡିଆ ତେଲ ଲଗାନ୍ତୁ । ଏହା କରିବା ଦ୍ଗାରା ମୁହଁର ଚମକ ଆସିଥାଏ । ମଡିଆତେଲ ଚର୍ମ ଶୁଷ୍କକୁ ରକ୍ଷା କରେ   ନଡିଆତେଲରେ  ଗୋଲାପ ଜଳ ଏବଂ ଏଲୋବେରା ମିଶାଇ ଲଗାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking