25.1 C
Bhubaneswar
Saturday, December 6, 2025
Homeଓଡିଶାକଦଳୀ ଖାଇବା ଦ୍ୱାରା ଶରୀରକୁ କେତେ ଶକ୍ତି ମିଳିଥାଏ ଜାଣନ୍ତୁ

କଦଳୀ ଖାଇବା ଦ୍ୱାରା ଶରୀରକୁ କେତେ ଶକ୍ତି ମିଳିଥାଏ ଜାଣନ୍ତୁ

ଭୁବନେଶ୍ୱର: କଦଳୀ ଖାଇବା ଦ୍ୱାରା ଶରୀରକୁ କେତେ ଶକ୍ତି ମିଳିଥାଏ ଜାଣନ୍ତୁ । କଦଳୀ ଏପରି ଏକ ଫଳ ଯାହା କେବଳ ସ୍ୱାଦିଷ୍ଟ ନୁହେଁ  ବରଂ ସ୍ୱାସ୍ଥ୍ୟ ପାଇଁ  ମଧ୍ୟ ବହୁତ ଲାଭଦାୟକ । ଏହା ପୁଷ୍ଟିକର  ଦ୍ରବ୍ୟରେ  ଭରପୁର ଏବଂ ଶରୀର ପାଇଁ  ଶକ୍ତିର ସବୁଠୁ ଭଲ ଉତ୍ସ । ଏହାଛଡା ଏଥିରେ ଫାଇବର ରହିଥାଏ । କଦଳୀ ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ ।  ଯାହା ଥକ୍‌ାପଣ, ଦୁର୍ୱଳତା ଦୂର କରିଥାଏ ।  କଦଳୀ ଖାଇବା ଦ୍ୱାରା  ଶରୀରକୁ ପ୍ରାୟ ୧୦୫ କ୍ୟାଲୋରୀ  ଏବଂ ୨୭ ଗ୍ରାମ ଶ୍ୱେତସାର ଯୋଗାଇଥାଏ । ଏହା ବ୍ୟତୀତ ଗୋଟିଏ କଦଳୀ ଖାଇବା ଦ୍ୱାରା  ଶରୀରକୁ ୩ ଗ୍ରାମ ଫାଇବର, ପ୍ରୋଟିନ ଏବଂ ସୁସ୍ଥ ଚର୍ୱି ମଧ୍ୟ ମିଳିଥାଏ । ଅଧିକାଂଶ ଲୋକ ଜଳଖିଆରେ  କଦଳୀ ଖାଇବାକୁ ବେଶ ଭଲ ପାଆନ୍ତି । କଦଳୀରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking