19.1 C
Bhubaneswar
Wednesday, December 25, 2024
Homeଓଡିଶାହାଇ ହିଲ ପିନ୍ଧିବା ଶରୀର ପାଇଁ କେତେ କ୍ଷତି ଜାଣନ୍ତୁ ..

ହାଇ ହିଲ ପିନ୍ଧିବା ଶରୀର ପାଇଁ କେତେ କ୍ଷତି ଜାଣନ୍ତୁ ..

ନୂଆଦିଲ୍ଲୀ : କଣ ଆପଣ ହାଇହିଲ ପିନ୍ଧୁଛନ୍ତି କି ।  କଣ ସବୁ ସମସ୍ୟା ରହିଛି ଆସନ୍ତୁ ଜାଣିବା ।   ହାଇ ହିଲ ପିନ୍ଧିବା ଦ୍ୱାରା ପାଦରେ ଅଧିକ ଚାପ ପଡିଥାଏ । ଚାପ ହେତୁ ପାଦରେ ଯନ୍ତ୍ରଣା ଅନୁଭବ ହୁଏ । ଏହାକୁ ପିନ୍ଧିବା ଦ୍ୱାରା ଆଣ୍ଉଠୁ , ଗୋଡ , ବେକ , ଅଣ୍ଟା ଉପରେ ପ୍ରଭାବ ପକାଇଥାଏ । ଆମ ପାଦରେ ପାଞ୍ଚୋଟି ଆଙ୍ଗୁଠି ରହିଚି ଯାହାକୁ ମେଟାଟାର୍ସାଲ ହାଡ କୁହାଯାଏ ।  ଏହି ହାଡ ଚାଲିବାରେ ସନ୍ତତୁଳନ ବଜାୟ ରଖିଥାଏ । ଯେତେବେଳେ ଆମେ ହାଇହିଲ ପିନ୍ଧିଥାଉ , ଅଧିକାଂଶ ଓଜନ  ପାଦ ଉପରେ ପଡିଥାଏ । ଚାପରେ ଗୋଇଠି ଯନ୍ତ୍ରଣା ହେବା ସହିତ ପାଦ ଫୁଲା ସମସ୍ୟା ଦେଖାଦିଏ । ଅତିରିକ୍ତ ହାଇହିଲ ପିନ୍ଧିବା ଦ୍ୱାରା  ଅଣ୍ଟା ଓ ବେକରେ ଚାପ ପଡିଥାଏ । ତା ସହିତ ଗୋଡ ଖସିଯିବା ଏବଂ ଗୋଡ ମୋଡି ହେବା ଭଳି ସମ୍ଭାବନା  ଥାଏ । ୨ରୁ ୩ ଇଞ୍ଚରୁ ଅଧିକ ହିଲ ପିନ୍ଧିବା ସ୍ୱାସ୍ଥ୍ୟ ପ୍ରତି ଭଲ ନୁହେଁ ।  ଦୀର୍ଘ ସମୟ ଧରି ପିନ୍ଧିଲେ ମଧ୍ୟ  କୌଣସି ଅସୁବିଧା ସୃଷ୍ଟି କରେ ନାହିଁ ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking