22.1 C
Bhubaneswar
Wednesday, December 10, 2025
Homeଓଡିଶାଦିନକୁ କେତେଥର ମୁହଁ ଧୋଇବା ଉଚିତ ଜାଣନ୍ତୁ ..

ଦିନକୁ କେତେଥର ମୁହଁ ଧୋଇବା ଉଚିତ ଜାଣନ୍ତୁ ..

ଭୁବନେଶ୍ୱର : ସାଧାରଣତଃ ସକାଳୁ ଉଠି  ସମସ୍ତେ ମୁହଁ ଧୋଇଥାନ୍ତି । ଆମେ କ୍ଲାନ୍ତ ହୋଇପଡିଥିଲେ ମୁହଁ ଧୋଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି  ଦିନରେ କେତେ ଥର ମୁହଁ ଧୋଇବା ଉଚିତ । ଆପଣଙ୍କ ଚେହେରା ଶୁଷ୍କ କି ତେଲିଆ , ସେନ୍ସେଟିଭ ହୋଇଥିବ ତେବେ କେତେଥର ଧୋଇବେ । ମୁହଁ ଧୋଇବା ଦ୍ୱାରା   ଦିନସାରା ଚର୍ମରେ ଜମା ଥିବା ମଇଳା ତେଲ ଅପରିଷ୍କାର ପଦାର୍ଥକୁ ଦୂର କରିଥାଏ । ଏହା ସହିତ ମୁହଁରେ ବ୍ରଣ ବାହାରିବା ମଧ୍ୟ ହ୍ରାସସ ପାଇଥାଏ । ଏକ ତଥ୍ୟ ଅନୁଯାୟୀ ଜଣାପଡିଛି ଯେ ସକାଳୁ ଉଠିବା ମାତ୍ରେ ଏବଂ ଘରେ ପହଞ୍ଚିବା ପରେ  ମୁହଁ ଧୋଇବା ଉଚିତ । ତାପରେ ମୁହଁରେ କିଛି ମଏଶ୍ଚରାଇଜର କିମ୍ବା  ସେରମ ବ୍ୟବହାର କରିବା ଅବଶୋଷ  କରିଥାଏ । ସକାଳେ ମୁହଁ ଧୋଇବା ଦ୍ୱାରା  ଆପଣଙ୍କୁ ସତେଜ ଲାଗିବା ସହିତ ଜମା ହୋଇଥିବା ମଇଳା ବାହାରି ପଡିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking