32.1 C
Bhubaneswar
Wednesday, April 2, 2025
Homeଓଡିଶାଗୋଟିଏ ଦିନରେ କେତୋଟି ବାଦାମ ଖାଇବା ଉଚିତ ଜାଣନ୍ତୁ

ଗୋଟିଏ ଦିନରେ କେତୋଟି ବାଦାମ ଖାଇବା ଉଚିତ ଜାଣନ୍ତୁ

ଭୁବନେଶ୍ୱର : ଗୋଟିଏ ଦିନରେ କେତେ ବାଦାମ ଖାଉଛନ୍ତି । ଏହାଠାରୁ ଅଧିକ ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ଡ୍ରାଏ ଫ୍ରୁଟ୍ସ କେବଳ ସ୍ୱାଦିଷ୍ଟ ପାଇଁ ଖାଆନ୍ତି ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ । ଏଥିରେ ପ୍ରୋଟିନ , ଭିଟାମିନ , ଖଣିଜ , ପଦାର୍ଥ ଏବଂ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯେତେବେଳେ ଡ୍ରାଏଫ୍ରୁଟ୍ସର କଥା ଆସେ  ଘରର ବୟସ୍କଠାରୁ ଆରମ୍ଭ କର ସ୍ୱାସ୍ଥ୍ୟ ବିଶେଷଜ୍ଞ ପଯ୍ୟନ୍ତ ସମସ୍ତେ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । ତଥାପି ମଧ୍ୟ  ଲୋକମାନେ ଦ୍ୱନ୍ଦ ରେ ପଡିଯାଆନ୍ତି । ବାଦାମ କିପରି ଖାଇଲେ ଦେହ ପାଇଁ ଭଲ ରହିବ । ବାଦାମରୁ ମିଳୁଥିବା ପୋଷକତତ୍ୱ ଆପଣଙ୍କ ଶରୀରର ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ । ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୨୦ରୁ ୩୦ ଟି ବାଦାମ ଖାଇପାରିବେ ବୋଲି କୁହାଯାଏ । ଏଥିରେ ଆବଶ୍ୟକୀୟ ପୁଷ୍ଟିସାର ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking