ଭୁବନେଶ୍ୱର : କାଜୁ ହେଉଛି ଡ୍ରାଏ ଫ୍ରୁଟ୍ସ । ଯାହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରୁ ଫାଇବର, ମାଙ୍ଗାନିଜ , ଫସଫରସ , ମାଗ୍ନସିୟମ ପାଇପାରିବେ । କିନ୍ତୁ ଜାଣିଛନ୍ତି କି ଦିନକରେ କେତେ କାଜୁ ଖାଇବା ଆବଶ୍ୟକ । ଗୋଟିଏ ଦିନରେ ୪ରୁ୫ଟି କାଜୁ ଖାଇବା ଭଲ କୁହାଯାଏ । ଶାତ ଦିନେ ହାଡ ସମସ୍ୟା ଦେଖାଯାଏ । ଏଥରୁ ମୁକ୍ତି ପାଇବା ପାଇଁ କାଜୁ ଖାଇବା ଉଚିତ । ଯଦ୍ୱାରା ହାଡକୁ ମଜଭୁତ କରେ । ଏବଂ କ୍ୟାଲସିୟମ ମିଳେ । ଯଡି ଆପଣଙକ୍ ପାଖେ ରକ୍ତହୀନତା ଦେଖାଦିଏ ତାହେଲେ କାଜୁ ଖାଇପାରିବେ । କାଜୁ ଖାଇବା ଦ୍ୱାରା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯଦି କିଛି ଚର୍ମ ସମ୍ବନ୍ଧୀୟ ସମସ୍ୟା ରହିଛି ଦେବେ କାଜୁ ଖାଇ ନିରୋଦ ହୋଇପାରିବେ ।