20.1 C
Bhubaneswar
Sunday, December 7, 2025
Homeଓଡିଶାକିଟ କାଣ୍ଡ : ୬ ଜଣଙ୍କୁ ହାଜର ନୋଟିସ

କିଟ କାଣ୍ଡ : ୬ ଜଣଙ୍କୁ ହାଜର ନୋଟିସ

ଭୁବନେଶ୍ୱର : କିଟ ଘଟଣାରେ ପୁଣି  ୬ ଜଣଙ୍କୁ ହାଜର ନୋଟିସ । ଉଚ୍ଚସ୍ତରୀୟ କମିଟି ପାଖରେ  ୨୭ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ କଲେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ । ଚିଫ ପ୍ରୋକ୍ଟର ପିକେ ପଟ୍ଟନାୟକଙ୍କୁ ନୋଟିସ ଦିଆଯାଇଛି । ହଷ୍ଟେଲ କୁଇନ ଅଧୀକ୍ଷକ ସଂହିତା ମିଶ୍ରଙ୍କୁ ନୋଟିସ ଦିଆଯାଇଛି । ଆସିଷ୍ଟାଣ୍ଟ ଡାଇରେକ୍ଟର ପତିଙ୍କୁ ନୋଟିସ ଦିଆଯାଇଛି । ଆଇସି ମୁଖ୍ୟ ଈପସିତା ଶତପଥୀଙ୍କୁ ହାଜର ପାଇଁ ନୋଟିସ ଦିଆଯାଇଛି । ଆଡମିନଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking