ଭୁବନେଶ୍ୱର : କିଟ ପ୍ରସଙ୍ଗକୁ ନେଇ ବିଧାନସଭାରେ ଝଡ ଦେଖାଦେଇଛି । ଆଇନ ଶୃଙ୍ଖଳା ରକ୍ଷା କରିବାରେ ସରକାର ବିଫଳ ହୋଇଛି କହିଛି ବିଜେଡି । ଛାତ୍ରୀଙ୍କ ଆତ୍ମହତ୍ୟାରୁ ଓଡିଶା ନିନ୍ଦିତ ହୋଇଛି କହିଛନ୍ତି ପ୍ରତାପ ଦେବ । ଏନେଇ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ତାରା ବାହିନୀ ପତି । ତଦନ୍ତ ନହେଲେ ଧାରଣାରେ ବସିବାକୁ ତାରା ଚେତାବନୀ ଦେଇଛନ୍ତି । କେଳେଙ୍କାରୀରର ତଦନ୍ତ ଦାବି କଲେ ବାବୁ ସିଂ ।










