32.1 C
Bhubaneswar
Saturday, September 28, 2024
Homeଓଡିଶାଆଇନ ଜିବି ଙ୍କୁ ଆକ୍ରମଣ କଳିଙ୍ଗ ନଗର ପୋଲିସ୍ ନୀରବ

ଆଇନ ଜିବି ଙ୍କୁ ଆକ୍ରମଣ କଳିଙ୍ଗ ନଗର ପୋଲିସ୍ ନୀରବ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲ ଅଫିସ ର ସରକାରି ଆଇନଜିବି ପ୍ରହଲ୍ଲାଦ ମଲ୍ଲିକ ଙ୍କୁ ଆକ୍ରମଣ ହୋଇ । ଅଭିଯୁକ୍ତ ଙ୍କୁ ଧରିବାରେ ପୋଲିସ ପକ୍ଷ ପାତିତାନିତି ଅଵଲମ୍ବନ କରୁଛି। ଯାହାକୁ ନେଇ ଆଜି 15ଟି ସଂଗଠନ ସହ ଭୀମ ଆର୍ମି ଯାଜପୁରରୋଡ଼ ର ଉତ୍ସବ ପ୍ୟାଲେସ ଠାରେ ଏକ ସାମ୍ବାଦିକ ସମ୍ମିଳନି କରି ପୋଲିସ ଅବିଳମ୍ବେ ଆକ୍ରମଣକାରିଙ୍କୁ ଗିରଫ ନକଲେ ଏସପି ଅଫିସ ଘେରିବାକୁ ଚେତାବନି ଦେଇଥିବା ମିଳିଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଭିମ ଆର୍ମି ର ରଂଜିତ ଜାମୁଦା, ମୁଳ ନିବାସୀ ଉନାଇଟେଡ଼ ଫୋରମ ର ମନରଞ୍ଜନ ଜେନା, ଆମ୍ବେଦକର ଫାଉଣ୍ଡେସନ ଧର୍ମଶାଳା ର କାର୍ତ୍ତିକ ମଲ୍ଲିକ, ବଡ଼ଚଣାର ସୁରେନ୍ଦ୍ର ମଲ୍ଲିକ, ଆଇନଜୀବୀ ତପସ୍ୱିନୀ ମଲ୍ଲିକ, କ୍ଷୀରୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking