34.1 C
Bhubaneswar
Thursday, March 26, 2026
Homeଓଡିଶାମାରିଦେଲେ ୨୯  ବିଦେଶୀ ପକ୍ଷୀ

ମାରିଦେଲେ ୨୯  ବିଦେଶୀ ପକ୍ଷୀ

ଭୁବନେଶ୍ୱର : ମାରିଦେଲେ ୨୯  ବିଦେଶୀ ପକ୍ଷୀ । ମୃତ  ବିଦେଶୀ ପକ୍ଷୀ ଉଦ୍ଧାର ସହ ଶିକାରୀ ଗିରଫ ହୋଇଛି । ଚିଲିକା ବାଲିନାସି କୂଳରୁ  ବିଦେଶୀ ପକ୍ଷୀ ଶିକାରୀ ଗିରଫ ହୋଇଛି । ବାଇକ, ମୋବାଇଲ ସହ  ବାଇନାକୁଲାର ମଧ୍ୟ ଜବତ ହୋଇଛିି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking