22.1 C
Bhubaneswar
Monday, March 23, 2026
Homeଓଡିଶାଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ

ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗ

ଜଳେଶ୍ୱର: ଯୁବତୀଙ୍କୁ ନିଶା ଦେଇ ଅପହରଣ ଓ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଭୋଗରାଇ ଥାନାରେ ଅଭିଯୋଗ କଲେ ନିଜେ ପୀଡିତା । ୫ ମାସ ଅଟକ ରଖି ଏକାଧିକ ବ୍ୟକ୍ତି ଶାରିରୀକ ସମ୍ପର୍କ ଓ ମାଡ ମାରିଥିବା ନେଇ ଅଭିଯୋଗ କଲେ ପୀଡିତା । ବିବାହ ପୂର୍ବଦିନ ଘର ପାଖରୁ ନିଶା ଦେଇ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା । ବାରିପଦାରେ ରଖି ଏପରି ନିର୍ଯାତନା ଦେଇଥିବା ଅଭିଯୋଗ କଲେ ପୀଡିତା । ମାର୍ଚ୍ଚରେ ପୀଡିତାଙ୍କ ମା’ ମଧ୍ୟ ଟଙ୍କା ସୁନା ସହ ଝିଅକୁ ଅପହରଣ ଏତଲା କରିଥିଲେ । ଅଭିଯୋଗ ପରେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking