28.1 C
Bhubaneswar
Sunday, March 29, 2026
Homeଓଡିଶାବ୍ରହ୍ମପୁରରେ ଅପହରଣ ଶିଶୁକନ୍ୟା ପଶ୍ଚିମବଙ୍ଗରୁ ଉଦ୍ଧାର

ବ୍ରହ୍ମପୁରରେ ଅପହରଣ ଶିଶୁକନ୍ୟା ପଶ୍ଚିମବଙ୍ଗରୁ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରୁ ଅପହୃତ ୨ ବର୍ଷର ଶିଶୁକନ୍ୟାକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରୁ ଉଦ୍ଧାର କଲା ବୈଦ୍ୟନାଥପୁର ପୋଲିସ । ଘରୋଇ କଳିରୁ ଅପହରଣ କରିଥିବା ଭଉଣୀ ଜ୍ୱାଇଁ କାବୁ । ୨୧ ତାରିଖରେ ଭଞ୍ଜନଗରରୁ ଏମ୍‌କେସିଜି ଆସିଥିଲେ ପରିବାର । ପତ୍ନୀ ସହ ଝଗଡା ପରେ ୨ ବର୍ଷର ଶିଶୁକନ୍ୟାକୁ ଅପହରଣ କରି ନେଇଥିଲା । ପତ୍ନୀଙ୍କ ଭଉଣୀଙ୍କ ୨ ବର୍ଷର ଝିଅକୁ ଅପହରଣ କରି ଦେଢ ଲକ୍ଷ ଟଙ୍କା ମାଗିଥିଲା । ଭୁବନେଶ୍ୱର, ପୁରୀ ପରେ ପଶ୍ଚିମବଙ୍ଗରେ ଚଢାଉ କରି ଧରିଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking