24.1 C
Bhubaneswar
Monday, February 2, 2026
Homeଦେଶ ବିଦେଶକିବ୍ : ବଙ୍କରରେ ଆଶ୍ରୟ ନେଲେ ଲୋକେେ

କିବ୍ : ବଙ୍କରରେ ଆଶ୍ରୟ ନେଲେ ଲୋକେେ

କିବ: ୟୁକ୍ରେନ ଉପରେ ଗତରାତିରୁ ବଡ଼ ଧରଣର ବିମାନ ଆକ୍ରମଣ ଆରମ୍ଭ କରିଛି ରୁଷ୍‌।   ରାଜଧାନୀ କିବ୍ ଉପରେ ଏହି ଆକ୍ରମଣ ହୋଇଥିବା ବେଳେ  ରୁଷ୍ ୬୦ଟି ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହାକୁ କିବ୍ ଉପରେ ଏ ପର‌୍ୟ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣ ସମୟରେ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କରରେ ଆଶ୍ରୟ ନେଇଥିଲେ ଏବଂ ସେମାନେ ଆଜି ବଙ୍କରରେ  ରହିଥିବା କୁହାଯାଉଛି ।  ରୁଷ୍‌ର ଆକ୍ରମଣ ନେଇ ଆମେରିକା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଉଭୟ ପକ୍ଷ ସହ ଆଲୋଚନା ପାଇଁ ପଦକ୍ଷେପ ନିଆଯିବ ବୋଲି ସଙ୍କେତ ମିଳିଛି। କେବଳ କିବ୍ ନୁହେଁ, ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଜି ରୁଷ୍‌ର ଆକ୍ରମଣ ଜୋରଦାର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking