ଭୁବନେଶ୍ୱର: ମଣ୍ଡିରେ ବ୍ୟବସ୍ଥାକୁ ନେଇ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ନିଲମ୍ବିତ ହେଲେ ଆରଏମସି ଅଧିକାରୀ । ଆରଏମସି ଅଧିକାରୀ ଆଲୋକ ରଞ୍ଜନ ବେହେରା ନିଲମ୍ବିତ । ଚାଷୀଙ୍କୁ ହଇରାଣ ଓ କଟନି- ଛଟନି ରେ ସମ୍ପୃକ୍ତ ଅଭିଯୋଗ ରହିଛି । ମଣ୍ଡି ଅବ୍ୟବସ୍ଥାକୁ କଠୋର ହେଲେ ସରକାର । ବୀଭିନ୍ନ ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ଆରମ୍ଭ ହୋଇଛି । ସାଧାରଣତଃ ମଣ୍ଡି ଗୁଡିକରେ ଦଲାଲ ହୋଉଥିବା ବେଳେ , ଏହାକୁ ନେଇ ରାଜ୍ୟସରକାର ଚେତାବନୀ ଦେଇଥିଲେ । ଯିଏ ବି ଦଳାଲି କରିବ , ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଏହି ପରିପେକ୍ଷୀରେ ଆଜି ଜଣେ ଅଧିକାରୀ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି ।