25.1 C
Bhubaneswar
Sunday, December 21, 2025
Homeଓଡିଶାଖୁବ ଶୀଘ୍ର ଖାନନଗର ରିପୋର୍ଟ: ମନ୍ତ୍ରୀ

ଖୁବ ଶୀଘ୍ର ଖାନନଗର ରିପୋର୍ଟ: ମନ୍ତ୍ରୀ

ଭୁବନେଶ୍ୱର: କଟକ ଖାନନଗର ବ୍ରିଜ ଟ୍ରାଜେଡିର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଦିନେ ଦୁଇ ଦିନ ଭିତରେ କମିଟି ସରକାରଙ୍କୁ ରିପୋର୍ଟ ଦେବେ । ଯେଉଁମାନେ ଦୋଷୀ ହେବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking