ଭୁବନେଶ୍ୱର : ଡିଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଧମକ ମାମଲା ନଜରକୁ ଆସିଛି । ଆତଙ୍କି ମେଲ କାନାଡାରୁ ଆସିଥିବା ସ୍ପଷ୍ଟ ହେଲା । ଓଡିଶା ସହିତ କିଛି ମଧ୍ୟ ଲିଙ୍କ ନାହିଁ । ଆଇପି ଆଡ୍ରେସ ଯାଞ୍ଚ ବେଳେ ଏହା ଜଣାପଡିଛି । ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି । ଡିଜିପି ସମ୍ମିଳନୀରେ ଖଲିସ୍ତାନୀ ପନ୍ନୁ ମଧ୍ୟ ଧମକ ଦେଇଥିଲା । ଆଇପି ଆଡ୍ରେସକୁ ଅଧିକ ଛାନଭିନ କରିବା ପରେ ଜଣାପଡିଛି । ଏହାକୁ ଇଣ୍ଟରନେଟ ଆପ ଜରିଆରେ ପ୍ରସ୍ତୁତ କରାଯାଇଥିଲା । ଆତଙ୍କୀ ମେଲ ଯାଞ୍ଚ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଥିଲା । ଆତଙ୍କି ମେଲ ଓ ଅଡିଓ ନେଇ ଓଡିଶାର କାହାକ ଲିଙ୍କ ନାହିଁ ।