26.1 C
Bhubaneswar
Thursday, December 18, 2025
Homeଓଡିଶାରତ୍ନଭଣ୍ଡାର ଚାବି: କ୍ୟାବିନେଟରେ ଉପସ୍ଥାପନ ହେବ ରିପୋର୍ଟ

ରତ୍ନଭଣ୍ଡାର ଚାବି: କ୍ୟାବିନେଟରେ ଉପସ୍ଥାପନ ହେବ ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯିବ । ସରକାରୀ ନିଷ୍ପତ୍ତି ସମ୍ପର୍କରେ  ହାଇକୋର୍ଟଙ୍କୁ ଅବଗତ କରାଗଲା । ହାଇକୋର୍ଟଙ୍କୁ ଅବଗତ କଲେ  ଆଡଭୋକେଟ ଜେନେରାଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking