27.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶକପିଲ ଶର୍ମାଙ୍କୁ ହତ୍ୟା ଧମକ

କପିଲ ଶର୍ମାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : କମେଡି କିଙ୍ଗ ପକପିଲ ଶର୍ମାଙ୍କ ସହ ୪ ବଲିଉଡ  କଳାକାରଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନ ଇ- ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ । କମେଡିଆନ  ରାଜପାଲ ଯାଦବ , ରେମୋ ଡିସୁଜାଙ୍କୁ ଧମକ ମିଳିଛି । କମେଡିଆନ  ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ଏହାର ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛି ଆମ୍ବୋଲି ଥାନା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking