29.1 C
Bhubaneswar
Friday, April 25, 2025
Homeଓଡିଶାଧନୁଯାତ୍ରାରେ କଂସ ହେବେ ଭୁବନେଶ୍ୱର ପ୍ରଧାନ

ଧନୁଯାତ୍ରାରେ କଂସ ହେବେ ଭୁବନେଶ୍ୱର ପ୍ରଧାନ

ବରଗଡ଼: ନୂଆ କଂସ ହେଲେ ଭୁବନେଶ୍ୱର ପ୍ରଧାନ । ବରଗଡ଼ ଧନୁଯାତ୍ରାରେ କରିବେ କଂସ ଅଭିନୟ । ୪ ଜଣଙ୍କ ଭିତରୁ କଂସ ପାଇଁ ବଛାହେଲେ ଭୁବନେଶ୍ୱର ପ୍ରଧାନ । ପୂର୍ବରୁ ମଧ୍ୟ କଂସ ଭାବେ ଅଭିନୟ କରିଥିଲେ ଭୁବନେଶ୍ୱର ପ୍ରଧାନ । ୨୦୧୭ ରୁ ୩ ବର୍ଷ ଧରି କଂସ ଭୂମିକା ନିର୍ବାହ କରିଥିଲେ । ୧୯୯୮ ଓ ୯୯ ରେ ମଧ୍ୟ ଧନୁଯାତ୍ରାରେ କଂସ ହୋଇଥିଲେ । ଏହି ପରିପେକ୍ଷୀରେ ଏଥର ଧନୁଯାତ୍ରା ରେ ନୂଆ କଂସ ରୂପେ ୪ ଜଣଙ୍କ ମଧ୍ୟରୁ ତାଙ୍କୁ ଚୟନ କରାଯାଇଛି । ଏଥର କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନଙ୍କୁ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking