23.1 C
Bhubaneswar
Monday, February 9, 2026
Homeଓଡିଶାମାସେ ଭିତରେ କନ୍ଧମାଳ ହେବ ମାଓମୁକ୍ତ: ଆଇଜି

ମାସେ ଭିତରେ କନ୍ଧମାଳ ହେବ ମାଓମୁକ୍ତ: ଆଇଜି

କନ୍ଧମାଳ: ମାସେ ଭିତରେ କନ୍ଧମାଳ ଜିଲ୍ଲା ହେବ ମାଓମୁକ୍ତ ଅଞ୍ଚଳ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ସୂଚନା ଦେଇ ସେ କହିଛନ୍ତି ଯେ କନ୍ଧମାଳରେ କେକେବିଏନ୍‌ର ୩୦ରୁ ୪୦ ମାଓବାଦୀ ସକ୍ରିୟ ଅଛନ୍ତି । ସୁକ୍ରୁ ସେମାନଙ୍କ ନେତୃତ୍ୱ ନେଉଛି, ଆମ ଅପରେସନ ଚାଲିଛି । କନ୍ଧମାଳ ମାଓମୁକ୍ତ ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ମାଓମୁକ୍ତ ହୋଇଯିବ । ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ରାୟଗଡା, ବୌଦ୍ଧ କୋରାପୁଟ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking