30.1 C
Bhubaneswar
Wednesday, February 11, 2026
Homeଓଡିଶାକନ୍ଧମାଳରେ ଏନକାଉଣ୍ଟର: ଜଣେ ମାଓବାଦୀ ନିହତ

କନ୍ଧମାଳରେ ଏନକାଉଣ୍ଟର: ଜଣେ ମାଓବାଦୀ ନିହତ

କନ୍ଧମାଳ: ବାଲିଗୁଡା କନ୍ଧମାଳରେ ସୁରକ୍ଷାକର୍ମୀ – ମାଓବାଦୀ ମୁଁହାମୁଁହି । ବାଲିଗୁଡା ଅଂଚଳରେ ଗୁଳି ବିନିମୟ ଜାରି । ଏସଓଜି, ଡିଭିଏଫ ସୁରକ୍ଷାକର୍ମୀ କୁମ୍ବିଂ ବେଳେ ମୁଁହାମୁଁହି। ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ସୂଚନା । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking