16.1 C
Bhubaneswar
Wednesday, January 14, 2026
Homeଓଡିଶାଜାନୁଆରିରୁ କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ

ଜାନୁଆରିରୁ କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଜାନୁଆରିରୁ କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ । ଜାନୁଆରି ମାସରୁ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡିଓ । କାର୍ଯ୍ୟକ୍ଷମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଷ୍ଟୁଡିଓରେ ସୁଟିଂ କରିପାରିବେ ଓଡିଆ ସିନେ ନିର୍ମାତା । ୭ ଜଣ ବିଧାୟକ ଦଳ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି । ଭିତ୍ତିଭୂମି ଯାଞ୍ଚ ସହ ବିଭିନ୍ନ ଆଲୋଚନା କରିଛନ୍ତି । ଏନେଇ ସୂଚନା ଦେଲେ କମିଟି ଚେୟାରମ୍ୟାନ ଦୁଷ୍ମନ୍ତ ସ୍ୱାଇଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking